ବଲାଙ୍ଗୀରରେ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦଘାଟିତ

ଗ୍ରାମାଞ୍ଚଳରେ ଚାଷୀଙ୍କ ଅତିରିକ୍ତ ଆୟ ସହ ବୃହତ୍‌ ନିଯୁକ୍ତି ସୃଷ୍ଟି କରିବ ଦୁଗ୍ଧଚାଷ: ମୁଖ୍ୟମନ୍ତ୍ରୀ ବଲାଙ୍ଗୀର: ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଏହି କ୍ଷେତ୍ରରେ ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଏହା ଦ୍ୱାରା ଗ୍ରାମାଞ୍ଚଳରେ ବୃହତ୍‌ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର କରିବାର ମାଧ୍ୟମ ସାଜିବ। ବଲାଙ୍ଗୀରରେ ଆୟୋଜିତ ଦୁଇ ଦିନିଆ ଦୁଗ୍ଧଚାଷୀ ସମ୍ମିଳନୀକୁ ଉଦ୍‌ଘାଟନ … Continue reading ବଲାଙ୍ଗୀରରେ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦଘାଟିତ